2 Mark Questions & 2 Mark Questions & ଓଡ଼ିଆ ENGLISH ୨ ମାର୍କ ବିଶିଷ୍ଟ ପ୍ରଶ୍ନୋତ୍ତର ଏବଂ 2 Mark Questions & ୨ ମାର୍କ ବିଶିଷ୍ଟ ପ୍ରଶ୍ନୋତ୍ତର 2 Mark Questions ୧୭. ବିକୃତ ସ୍ୱଜାତିପ୍ରିୟତା କାହାକୁ କୁହାଯାଏ ? 17. What is called distorted patriotism? ଯେଉଁ ସ୍ୱଜାତିପ୍ରିୟତା ମଣିଷର ଦୃଷ୍ଟିଶକ୍ତିକୁ ହ୍ରାସ କରି ସଂକୀର୍ଣ୍ଣତା ବଢ଼ାଏ ଏବଂ ଅନ୍ୟ ଜାତିର ମହତ୍ତ୍ୱ ଦେଖିବାକୁ ଦିଏ ନାହିଁ, ତାହାକୁ ବିକୃତ ସ୍ୱଜାତିପ୍ରିୟତା କୁହାଯାଏ। The patriotism that reduces human vision, increases narrowness and does not allow seeing the greatness of other nations is called distorted patriotism. ୧୮. ମନୁଷ୍ୟ ପୃଥିବୀର ବିପରୀତ ଭାବ ଦର୍ଶନ କରି କାହିଁକି ଅବିଶ୍ୱାସୀ ହୁଏ ? 18. Why does man become skeptical by seeing the opposite nature of the world? ଅପରିଣାମଦର୍ଶୀ ମନୁଷ୍ୟ ଅନେକ ସମୟରେ ଅସତ୍ୟ ବା ଅନ୍ୟାୟର ସାମୟିକ ବିଜୟ ଦେଖିଲେ ତାହାକୁ ସତ୍ୟ ମନେକରି ଅବିଶ୍ୱାସୀ ହୋଇପଡ଼େ। A short-sighted person often becomes skeptical by considering the temporary victory of untruth or...