Skip to main content
2 Mark Questions &

2 Mark Questions &

୨ ମାର୍କ ବିଶିଷ୍ଟ ପ୍ରଶ୍ନୋତ୍ତର ଏବଂ 2 Mark Questions &

୨ ମାର୍କ ବିଶିଷ୍ଟ ପ୍ରଶ୍ନୋତ୍ତର 2 Mark Questions

୧୭. ବିକୃତ ସ୍ୱଜାତିପ୍ରିୟତା କାହାକୁ କୁହାଯାଏ ? 17. What is called distorted patriotism?
ଯେଉଁ ସ୍ୱଜାତିପ୍ରିୟତା ମଣିଷର ଦୃଷ୍ଟିଶକ୍ତିକୁ ହ୍ରାସ କରି ସଂକୀର୍ଣ୍ଣତା ବଢ଼ାଏ ଏବଂ ଅନ୍ୟ ଜାତିର ମହତ୍ତ୍ୱ ଦେଖିବାକୁ ଦିଏ ନାହିଁ, ତାହାକୁ ବିକୃତ ସ୍ୱଜାତିପ୍ରିୟତା କୁହାଯାଏ। The patriotism that reduces human vision, increases narrowness and does not allow seeing the greatness of other nations is called distorted patriotism.
୧୮. ମନୁଷ୍ୟ ପୃଥିବୀର ବିପରୀତ ଭାବ ଦର୍ଶନ କରି କାହିଁକି ଅବିଶ୍ୱାସୀ ହୁଏ ? 18. Why does man become skeptical by seeing the opposite nature of the world?
ଅପରିଣାମଦର୍ଶୀ ମନୁଷ୍ୟ ଅନେକ ସମୟରେ ଅସତ୍ୟ ବା ଅନ୍ୟାୟର ସାମୟିକ ବିଜୟ ଦେଖିଲେ ତାହାକୁ ସତ୍ୟ ମନେକରି ଅବିଶ୍ୱାସୀ ହୋଇପଡ଼େ। A short-sighted person often becomes skeptical by considering the temporary victory of untruth or injustice as truth.
୧୯. ଇତିହାସ ପାଠ ଦ୍ୱାରା ମଣିଷର କି ଉପକାର ହୁଏ ? 19. How does man benefit from reading history?
ଇତିହାସ ପାଠ ଦ୍ୱାରା ମଣିଷର ସକଳ ଅବିଶ୍ୱାସ ତିରୋହିତ ହୁଏ ଏବଂ ସର୍ବତ୍ର ସତ୍ୟ ଓ ମଙ୍ଗଳର ଜୟ ପ୍ରତ୍ୟକ୍ଷ କରି ପ୍ରାଣ ଆଶାରେ ପୁଲକିତ ହୁଏ। Through the study of history, all skepticism of man disappears and by witnessing the victory of truth and welfare everywhere, the soul is filled with hope.
0 Total
0 Correct
0 Wrong
🏆

Quiz Completed!

0%
🔥🔥🔥🔥🔥

Excellent work! You've mastered this topic.