Skip to main content

SET -1 । +2 Board exam 2026 । OPT ODIA MCQ

Paid Password Access

Paid Password Access

ଏହି Test ଗୁଡିକ ₹99 Password Protected ଅଟେ

One-Time Payment • Lifetime Access

📞 7205368518 (WhatsApp / PhonePe)

❌ Incorrect Password

Don’t have password? Pay ₹99 & Get Password
Subject - Optional Odia Quiz
+2 2nd year ( Board Exam 2026) Subject - Optional Odia OBJECT TYPE - SET -1

My Awesome Quiz

1. ‘ଆଧ୍ୟାତ୍ମିକ ଭିତ୍ତି’ ପ୍ରବନ୍ଧର ରଚୟିତା କିଏ?

A) ରତ୍ନାକର ପତି
B) ବିପିନ ବିହାରୀ ରାୟ
C) ଚିତ୍ତରଞ୍ଜନ ଦାସ
D) ଭୁବନେଶ୍ୱର ବେହେରା

2. ‘ଉଠ ନିଶି ପାହିଲା’ କବିତାରେ ମନ୍ଦିରରେ କିଏ ଡାକ ଦେଲେ?

A) କାକ
B) ପିକ
C) ଶୁକ
D) କୁକୁଟ

3. କବି ଗୌରଚରଣ ଅଧିକାରୀଙ୍କ ମତରେ କୃଷ୍ଣ କାହାକୁ ଜୀବନରେ ମାରିଦିଅନ୍ତି?

A) ଶତ୍ରୁକୁ
B) ମାମୁଙ୍କୁ
C) ମିତ୍ରକୁ
D) ଭକ୍ତକୁ

4. ଫରାସୀ ବିପ୍ଳବର ମୂଳ ସ୍ଲୋଗାନରେ କେଉଁ ତିନୋଟି ଶବ୍ଦ ଥିଲା?

A) ସତ୍ୟ, ଶାନ୍ତି, ଦୟା
B) ନ୍ୟାୟ, ଧର୍ମ, ସତ୍ୟ
C) ସ୍ଵାଧୀନତା, ସମାନତା, ଭ୍ରାତୃତ୍ଵ
D) ଜ୍ଞାନ, ବିଜ୍ଞାନ, ଦର୍ଶନ

5. ପର୍ଶୁରାମ ଧ୍ୟାନରେ ବସିଥିବା ସମୟରେ କେଉଁ ଶବ୍ଦ ଶୁଣିଲେ?

A) ଶଙ୍ଖଧ୍ୱନି
B) ବୀରତୂର
C) ବେଦଧ୍ୱନି
D) ମେଘନାଦ

6. ‘ମା ଆସିଲେଣି’ ଗଳ୍ପର ଗାଳ୍ପିକ କିଏ?

A) ଫତୁରାନନ୍ଦ
B) ଶାନ୍ତନୁ କୁମାର ଆଚାର୍ଯ୍ୟ
C) ମନୋଜ ଦାସ
D) କିଶୋରୀ ଚରଣ ଦାସ

7. ମେହେର ଜୟନ୍ତୀ କେଉଁ କଲେଜରେ ପାଳିତ ହେଉଥିଲା?

A) ରେଭେନ୍ସା କଲେଜ
B) ବିଜେବି କଲେଜ
C) ମେଡ଼ିକାଲ କଲେଜ
D) ଆଇନ କଲେଜ

8. ‘ଛୋଟ ହିଁ ସୁନ୍ଦର’ ପ୍ରବନ୍ଧଟି କେଉଁ ବିଦେଶୀ ଲେଖକଙ୍କ ବହି ଉପରେ ଆଧାରିତ?

A) ରସେଲ୍
B) ସ୍କୁମାଚାର
C) ଆଇନଷ୍ଟାଇନ୍
D) ଡାରଉଇନ୍

9. ରାଧା କାହାର ହାତ ଧରି ନିଜର ବେଦନା ଜଣାଉଛନ୍ତି?

A) ଲଳିତା
B) ବିଶାଖା
C) ଦୂତୀ
D) ଯଶୋଦା

10. ‘ସତ୍ୟମେବ ଜୟତେ’ ପ୍ରବନ୍ଧରେ ଲେଖକ କାହାକୁ ‘ବାସ୍ତବ ଉଦ୍ଦେଶ୍ୟ’ ବୋଲି କହିଛନ୍ତି?

A) ସୂକ୍ଷ୍ମ ସତ୍ୟ
B) ସୂକ୍ଷ୍ମ ମିଥ୍ୟା
C) ରାଜନୀତି
D) ବୈଜ୍ଞାନିକ ସତ୍ୟ

11. ‘ବାଉଁଶରାଣୀ’ ଗଳ୍ପର ନାୟିକା କିଏ?

A) ମିସେସ୍ ଚୌଧୁରୀ
B) ଲୁନା
C) ଅର୍ଚ୍ଚନା
D) ସରଳା

12. ‘ସରହ ସୁନ୍ଦରୀ’ କବିତାର କବି କିଏ?

A) ବଳରାମ ଦାସ
B) ଜଗନ୍ନାଥ ଦାସ
C) ଅଚ୍ୟୁତାନନ୍ଦ ଦାସ
D) ଯଶୋବନ୍ତ ଦାସ

13. ବେଦାନ୍ତ ଦର୍ଶନରେ ଦୁଃଖକୁ କେତେ ଭାଗରେ ବିଭକ୍ତ କରାଯାଇଛି?

A) ଦୁଇ
B) ତିନି
C) ଚାରି
D) ପାଞ୍ଚ

14. ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ ଦେଇ ମୁଖ ପଖାଳିବାକୁ କହିଛନ୍ତି?

A) ଥଣ୍ଡା ଜଳ
B) ଉଷୁମ ପାଣି
C) ବାସନୀର
D) ଗଙ୍ଗା ଜଳ

15. କୃଷ୍ଣ କାହାକୁ ବିନା ଦୋଷରେ ବିନାଶ କରିଥିଲେ ବୋଲି ଗୋପୀମାନେ ଅଭିଯୋଗ କରିଛନ୍ତି?

A) ରାବଣ
B) ବାଳି
C) କଂସ
D) ଶିଶୁପାଳ

16. ଗଣତନ୍ତ୍ର ଶାସନ ପୂର୍ବରୁ କେଉଁ ଶାସନ ପ୍ରଚଳିତ ଥିଲା?

A) ରାଜତନ୍ତ୍ର
B) ସମାଜବାଦ
C) ସାମ୍ୟବାଦ
D) ଏକନାୟକବାଦ

17. ପର୍ଶୁରାମ କାହାର ପୁତ୍ର ଥିଲେ?

A) ଗୌତମ
B) ବଶିଷ୍ଠ
C) ଯମଦଗ୍ନି
D) ବିଶ୍ଵାମିତ୍ର

18. ଚୂଡ଼ାମଣି ବାବୁଙ୍କର କେତୋଟି ପିଲା ଥିଲେ?

A) ତିନୋଟି
B) ଦୁଇଟି
C) ଚାରୋଟି
D) ଗୋଟିଏ

19. ମେହେର ଜୟନ୍ତୀ ସଭାରେ ସଭାପତିଙ୍କ ପାଇଁ କେଉଁ ଚୌକି ରଖାଯାଇଥିଲା?

A) ରୁଲବାଡ଼ି ଚୌକି
B) ଦାନ୍ତଭଙ୍ଗା ଚୌକି
C) ଗଦି ଚୌକି
D) ପ୍ଲାଷ୍ଟିକ ଚୌକି

20. ବିଜ୍ଞାନ କେଉଁ ଶତାବ୍ଦୀରୁ ରହସ୍ୟବାଦ ଆଡ଼କୁ ଢଳିଛି?

A) ଅଷ୍ଟାଦଶ
B) ଊନବିଂଶ
C) ବିଂଶ
D) ଏକବିଂଶ

21. ରାଧା କାହା ବିନା ଅନ୍ୟ ଗତି ନାହିଁ ବୋଲି କହିଛନ୍ତି?

A) ସୂର୍ଯ୍ୟ
B) ଚନ୍ଦ୍ର
C) ଶ୍ରୀକୃଷ୍ଣ
D) ସଖୀ

22. ଲେଖକ ଗୋବିନ୍ଦ ତ୍ରିପାଠୀଙ୍କ ମତରେ ସବୁଠାରୁ ବଡ଼ ବଳ କ'ଣ?

A) ଶାରୀରିକ ବଳ
B) ଅର୍ଥ ବଳ
C) ବୁଦ୍ଧି ବା ମନର ବଳ
D) ଜନବଳ

23. ମିସ୍ ଲୁନା କେଉଁ ବାଦ୍ୟଯନ୍ତ୍ର ବଜାଇ ପାରନ୍ତି?

A) ଗିଟାର୍
B) ସୀତାର
C) ଭାଓଲିନ୍
D) ବଂଶୀ

24. ସରହ ସୁନ୍ଦରୀ ଦେହର ବର୍ଣ୍ଣ କିପରି ଥିଲା?

A) ଗୋରା
B) କଳା
C) ଶ୍ୟାମଳ
D) ହଳଦିଆ

25. ‘ଆଧ୍ୟାତ୍ମିକ’ ଶବ୍ଦର ଗୋଟିଏ ଅର୍ଥ କ’ଣ?

A) ମନସ୍ତାତ୍ତ୍ୱିକ
B) ଜୀବାତ୍ମା ସଂକ୍ରାନ୍ତ
C) ଶାରୀରିକ
D) ସାମାଜିକ

26. ବୃକ୍ଷରେ କିଏ ରାବିଲେ ବୋଲି କବି ବନମାଳୀ ଲେଖିଛନ୍ତି?

A) ପିକ
B) କାକ
C) ଶୁକ
D) ମୟୂର

27. ବାମନ ରୂପ ଧରି ପ୍ରଭୁ କାହାକୁ ଛଳନା କରିଥିଲେ?

A) କଂସ
B) ବଳି
C) ରାବଣ
D) ଦୁର୍ଯ୍ୟୋଧନ

28. ସମାନତା ପାଇଁ କାହାର ଆବଶ୍ୟକତା ରହିଛି?

A) ଧନ
B) ବଳ
C) ସାହସ ଓ ସଂଗଠନ
D) କ୍ଷମତା

29. ରାଜା ଦଶରଥଙ୍କର କେଉଁ ନୟନ ଘନ ଘନ ସ୍ଫୁରଣ ହେଉଥିଲା?

A) ଦକ୍ଷିଣ
B) ବାମ
C) ଉଭୟ
D) କୌଣସିଟି ନୁହେଁ

30. ମା’ ଆସିଲେଣି ଖବର ପାଇ ମିସେସ୍ ଚୂଡ଼ାମଣି କ'ଣ ବରାଦ କଲେ?

A) ଇଡ଼ିଲି
B) ମସଲା ଦୋସା
C) ପୁରୀ ତରକାରୀ
D) ଉପମା

31. ମେହେରଙ୍କ ଛବି ରଖିବା ପାଇଁ ଟେବୁଲଟି କେଉଁଠାରୁ ଅଣାଯାଇଥିଲା?

A) ଅଫିସ୍ ରୁ
B) ଲାଇବ୍ରେରୀରୁ
C) ଅପରେସନ୍ କୋଠରୀରୁ
D) ହଷ୍ଟେଲରୁ

32. ପ୍ରକୃତିକୁ କିଏ ଦାସୀ ପରି ଖଟାଇବାକୁ ଚାହିଁଥିଲେ?

A) ଗାନ୍ଧିଜୀ
B) ବେକନ୍ ଓ ଦେକାର୍ତେ
C) ସ୍କୁମାଚାର
D) ରବୀନ୍ଦ୍ରନାଥ

33. ଚନ୍ଦ୍ର ବିନା କାହାର ଗତି ନାହିଁ?

A) କୁମୁଦିନୀ
B) ଚକୋର
C) ପଦ୍ମିନୀ
D) ସୂର୍ଯ୍ୟମୁଖୀ

34. କେଉଁ କଥାଟି ରାଜନୀତି ଓ ସମାଜନୀତିରେ ପ୍ରବଳ ବିଜୟ ଲାଭ କରିଛି?

A) ଅହିଂସା ପରମ ଧର୍ମ
B) ସତ୍ୟମେବ ଜୟତେ
C) ବସୁଧୈବ କୁଟୁମ୍ବକମ୍
D) ସର୍ବେ ଭବନ୍ତୁ ସୁଖିନଃ

35. ମିସ୍ ଲୁନା କେଉଁଠାରୁ ବଦଳି ହୋଇ ଆସିଥିଲେ?

A) ଦିଲ୍ଲୀରୁ
B) ବିହାରରୁ
C) ବମ୍ବେରୁ
D) ମାଡ୍ରାସରୁ

36. ସରହ ସୁନ୍ଦରୀ ଗୋପପୁରରେ କେଉଁ ସମ୍ପର୍କରେ ପରିଚିତ ଥିଲା?

A) ମାଉସୀ
B) ଆଈ
C) ଖୁଡ଼ୀ
D) ପିଉସୀ

37. ଦେବତା ବା ଦୈବୀଶକ୍ତି ହେତୁରୁ ଯେଉଁ ଦୁଃଖ ଘଟେ ତାହାକୁ କ'ଣ କୁହାଯାଏ?

A) ଆଧିଭୌତିକ
B) ଆଧିଦୈବିକ
C) ଆଧ୍ୟାତ୍ମିକ
D) ମାନସିକ

38. କୃଷ୍ଣଙ୍କୁ ଉଠାଇବା ପାଇଁ ଯଶୋଦା କ'ଣ ଡେରି ହେବ ବୋଲି କହୁଛନ୍ତି?

A) ଖେଳିବା
B) ଗୋ ଗୋଷ୍ଠ ଯିବା
C) ପଢ଼ିବା
D) ଗାଧୋଇବା

39. କାକ କୋଳରେ କେଉଁ ପକ୍ଷୀ ବଢ଼ିଲା ପରି ଗୋପନାରୀମାନେ କୃଷ୍ଣଙ୍କୁ ପାଳିଥିଲେ?

A) କପୋତ
B) ପିକ
C) ଶୁକ
D) ବକ

40. ଫରାସୀ ବିପ୍ଳବ କେତେ ବର୍ଷ ତଳେ ହୋଇଥିଲା ବୋଲି ପ୍ରବନ୍ଧରେ କୁହାଯାଇଛି?

A) ଏକଶହ
B) ଦୁଇଶହ
C) ତିନିଶହ
D) ଚାରିଶହ

41. ପର୍ଶୁରାମଙ୍କ କୁଠାର କାହା ସହିତ ତୁଳନୀୟ?

A) ବଜ୍ର
B) କାଳଦଣ୍ଡ
C) ବିଦ୍ୟୁତ
D) ଅଗ୍ନି

42. ଚୂଡ଼ାମଣି ସାହେବ ସକାଳେ ବାଥରୁମରୁ ଆସି କ'ଣ କରନ୍ତି?

A) ଖବରକାଗଜ ପଢ଼ନ୍ତି
B) ଚଣ୍ଡୀପାଠ କରନ୍ତି
C) ବ୍ୟାୟାମ କରନ୍ତି
D) ଟିଭି ଦେଖନ୍ତି

43. ମେହେର ଜୟନ୍ତୀ ସଭାରେ କାହାକୁ ସ୍ୱାଗତ କରାଯାଇଥିଲା?

A) ମନ୍ତ୍ରୀଙ୍କୁ
B) ଜଣେ ସାହିତ୍ୟିକଙ୍କୁ
C) କଲେଜ ଅଧ୍ୟକ୍ଷଙ୍କୁ
D) ଜିଲ୍ଲାପାଳଙ୍କୁ

44. ଆମେରିକାରେ ପୃଥିବୀର କେତେ ଭାଗ କଞ୍ଚାମାଲ ବ୍ୟବହାର ହୁଏ?

A) ୨୦ ଭାଗ
B) ୩୦ ଭାଗ
C) ୪୦ ଭାଗ
D) ୫୦ ଭାଗ

45. ‘ପ୍ରୀତି ପୁରନ୍ଦର’ ବୋଲି ରାଧା କାହାକୁ କହିଛନ୍ତି?

A) କନ୍ଦର୍ପଙ୍କୁ
B) ଶ୍ରୀକୃଷ୍ଣଙ୍କୁ
C) ଇନ୍ଦ୍ରଙ୍କୁ
D) ଚନ୍ଦ୍ରଙ୍କୁ

46. ଲୋକସଭାରେ ମିଛକୁ କ'ଣ ବୋଲି କୁହାଯାଏ?

A) ଅସତ୍ୟ
B) ଶାବ୍ଦିକ ଅଯଥାର୍ଥ
C) ଭୁଲ ତଥ୍ୟ
D) କପଟ

47. ମିସେସ୍ ଚୌଧୁରୀ ତାଙ୍କ ସ୍ଵାମୀଙ୍କ ପାଇଁ କ'ଣ ବୁଣୁଥିଲେ?

A) ମଫଲର
B) ସୁଏଟର
C) ଟୋପି
D) ମୋଜା

48. ସରହ ସୁନ୍ଦରୀର ମୁଖ କିପରି ଥିଲା?

A) ସୁନ୍ଦର
B) ଦାନ୍ତ ବିହୁନେ ପାକଲା
C) ହସହସ
D) ତେଜୀୟାନ

49. ‘ଆଧ୍ୟାତ୍ମିକ ଭିତ୍ତି’ ପ୍ରବନ୍ଧ ଅନୁଯାୟୀ ଭାରତ କାହାର ଉପାସକ?

A) ଶକ୍ତିର
B) ସତ୍ୟ ଶିବ ସୁନ୍ଦରର
C) ଧନର
D) ପ୍ରକୃତିର

50. ଶ୍ରୀକୃଷ୍ଣଙ୍କ ପାଇଁ ଯଶୋଦା କ'ଣ ସର କରି ରଖିଛନ୍ତି?

A) ଲହୁଣୀ
B) ଖଣ୍ଡ
C) ଛେନା
D) କ୍ଷୀର