Skip to main content

Chapter - 2:SELF AND PERSONALITY (ସ୍ୱୟଂ ଏବଂ ବ୍ୟକ୍ତିତ୍ୱ)

Subject - Psychology Quiz

Password Protected

🔒 ଏହି TEST ଗୁଡିକ code Protected ଅଟେ। (One-Time fee)
ଗୋଟେଥର ମାତ୍ର free ଦେବାକୁ ପଡ଼ିବ, ସେ code ସମସ୍ତ test ଓ important questions ପାଇଁ valid ହେବ।
📞 Call/WhatsApp: 7205368518

+2 2nd Year Subject - Psychology Chapter 2 -ସ୍ୱୟଂ ଏବଂ ବ୍ୟକ୍ତିତ୍ୱ 🔴97773 25109

My Awesome Quiz

1. Into how many main categories can the word 'Self' be divided? (୧। 'ସ୍ଵୟଂ' (Self) ଶବ୍ଦକୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ?)

A) 5 (୫)
B) 3 (୩)
C) 2 (୨)
D) 4 (୪)

2. What is a person's overall evaluation of their own efficiency and worth called? (୨। ନିଜର ଦକ୍ଷତା ଏବଂ ମୂଲ୍ୟ ଉପରେ ଜଣେ ବ୍ୟକ୍ତିର ସାମଗ୍ରିକ ମୂଲ୍ୟାୟନକୁ କ’ଣ କୁହାଯାଏ ?)

A) Self-esteem (ଆତ୍ମ-ସମ୍ମାନ)
B) Self-identity (ଆତ୍ମ-ପରିଚୟ)
C) Self-control (ଆତ୍ମ-ନିୟନ୍ତ୍ରଣ)
D) Self-knowledge (ଆତ୍ମ-ଜ୍ଞାନ)

3. Finding the answer to the question "Who am I?" is related to what? (୩। "ମୁଁ କିଏ ?" – ଏହି ପ୍ରଶ୍ନର ଉତ୍ତର ଖୋଜିବା କାହା ସହ ଜଡ଼ିତ ?)

A) Personality (ବ୍ୟକ୍ତିତ୍ଵ)
B) Self-identity (ଆତ୍ମ-ପରିଚୟ)
C) Self-confidence (ଆତ୍ମ-ବିଶ୍ଵାସ)
D) Intelligence (ବୁଦ୍ଧି)

4. In Indian tradition, how many sheaths (Koshas) is the 'Jiva' or life composed of? (୪। ଭାରତୀୟ ପରମ୍ପରାରେ 'ଜୀବ' ବା 'ପ୍ରାଣ' କେତୋଟି କୋଷକୁ ନେଇ ଗଠିତ ?)

A) Three (ତିନୋଟି)
B) Seven (ସାତୋଟି)
C) Five (ପାଞ୍ଚୋଟି)
D) Four (ଚାରୋଟି)

5. Which sheath is called the physical body that gets energy from food? (୫। ଖାଦ୍ୟରୁ ଶକ୍ତି ପାଉଥିବା ଭୌତିକ ଶରୀରକୁ କେଉଁ କୋଷ କୁହାଯାଏ ?)

A) Annamaya Kosha (ଅନ୍ନମୟ କୋଷ)
B) Pranamaya Kosha (ପ୍ରାଣମୟ କୋଷ)
C) Manomaya Kosha (ମନୋମୟ କୋଷ)
D) Vijnanamaya Kosha (ବିଜ୍ଞାନମୟ କୋଷ)

6. From which Latin word is the word 'Personality' derived? (୬। 'ପର୍ସନାଲିଟି' (Personality) ଶବ୍ଦଟି କେଉଁ ଲାଟିନ୍ ଶବ୍ଦରୁ ଆସିଛି ?)

A) Person (ପର୍ସନ୍)
B) Persona (ପର୍ସୋନା)
C) Personal (ପର୍ସନେଲ୍)
D) Personus (ପର୍ସୋନସ୍)

7. What is the meaning of the word 'Persona'? (୭। 'ପର୍ସୋନା' (Persona) ଶବ୍ଦର ଅର୍ଥ କ’ଣ ?)

A) Person (ବ୍ୟକ୍ତି)
B) Soul (ଆତ୍ମା)
C) Mask (ମୁଖା)
D) Actor (ଅଭିନେତା)

8. Who defined personality as the "dynamic organization of psychophysical systems"? (୮। ବ୍ୟକ୍ତିତ୍ଵକୁ "ମନୋ-ଦୈହିକ ରୀତିର ଗତିଶୀଳ ସଂଗଠନ" ବୋଲି କିଏ ସଂଜ୍ଞାବଦ୍ଧ କରିଥିଲେ ?)

A) Freud (ଫ୍ରଏଡ୍)
B) G.W. Allport (ଜି. ଡବ୍ଲ୍ୟୁ. ଅଲପୋର୍ଟ)
C) Cattell (କ୍ୟାଟେଲ)
D) Watson (ୱାଟସନ୍)

9. Which approach to personality study is based on body build or body fluids? (୯। ବ୍ୟକ୍ତିତ୍ଵ ଅଧ୍ୟୟନର କେଉଁ ଦୃଷ୍ଟିକୋଣ ଶରୀର ଗଠନ କିମ୍ବା ତରଳ ପଦାର୍ଥ ଉପରେ ଆଧାରିତ ?)

A) Type Approach (ପ୍ରକାର ଭିତ୍ତିକ)
B) Trait Approach (ସଂଲକ୍ଷଣ ଭିତ୍ତିକ)
C) Psychodynamic (ମନୋଗତିଶୀଳ)
D) Humanistic (ମାନବବାଦୀ)

10. Into how many parts did Hippocrates divide personality based on body fluids? (୧୦। ଶରୀରରେ ଥିବା ତରଳ ପଦାର୍ଥ ଆଧାରରେ ହିପୋକ୍ରେଟସ୍ ବ୍ୟକ୍ତିତ୍ଵକୁ କେତେ ଭାଗରେ ବିଭକ୍ତ କରିଥିଲେ ?)

A) 2 (୨)
B) 3 (୩)
C) 4 (୪)
D) 5 (୫)

11. According to Kretschmer, people who are tall and thin belong to which category? (୧୧। କ୍ରେସମରଙ୍କ ମତରେ, ଯେଉଁମାନେ ଡେଙ୍ଗା ଓ ପତଳା ହୋଇଥାନ୍ତି, ସେମାନେ କେଉଁ ଶ୍ରେଣୀର ?)

A) Pyknic (ପିକ୍ନିକ୍)
B) Asthenic (ଆସ୍ଥେନିକ୍)
C) Athletic (ଆଥଲେଟିକ୍)
D) Choleric (କୋଲେରିକ୍)

12. According to Sheldon's 'Somatotype' theory, people who are food-loving and relaxed belong to which category? (୧୨। ସେଲଡନଙ୍କ 'ସୋମାଟୋ ଟାଇପ୍' ତତ୍ତ୍ୱ ଅନୁସାରେ ଖାଦ୍ୟପ୍ରିୟ ଓ ଆରାମଦାୟକ ବ୍ୟକ୍ତି କେଉଁ ଶ୍ରେଣୀର ?)

A) Ectomorphy (ଏକ୍ଟୋମର୍ଫି)
B) Mesomorphy (ମେସୋମର୍ଫି)
C) Endomorphy (ଏଣ୍ଡୋମର୍ଫି)
D) Xenomorphy (ଜେନୋମର୍ଫି)

13. Who classified personality into Introvert and Extrovert? (୧୩। ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ଵର ଶ୍ରେଣୀବିଭାଗ କିଏ କରିଥିଲେ ?)

A) Freud (ଫ୍ରଏଡ୍)
B) Carl Jung (କାର୍ଲ ୟୁଙ୍ଗ)
C) Adler (ଆଡଲର୍)
D) Skinner (ସ୍କିନର୍)

14. What are people called who show both introvert and extrovert traits? (୧୪। ଯେଉଁ ବ୍ୟକ୍ତିଙ୍କ ଠାରେ ଉଭୟ ଅନ୍ତର୍ମୁଖୀ ଓ ବହିର୍ମୁଖୀ ଗୁଣ ଦେଖାଯାଏ, ସେମାନଙ୍କୁ କ’ଣ କୁହାଯାଏ ?)

A) Ambiverts (ଉଭୟମୁଖୀ)
B) Omniverts (ସର୍ବମୁଖୀ)
C) Neutral (ନିରପେକ୍ଷ)
D) None of these (କୌଣସିଟି ନୁହେଁ)

15. Cattell divided personality traits mainly into which two parts? (୧୫। କ୍ୟାଟେଲ ବ୍ୟକ୍ତିତ୍ଵର ସଂଲକ୍ଷଣକୁ ମୁଖ୍ୟତଃ କେଉଁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ?)

A) Source & Surface traits (ମୂଳଗୁଣ ଓ ପୃଷ୍ଠଗୁଣ)
B) Central & Secondary (କେନ୍ଦ୍ରୀୟ ଓ ଗୌଣ)
C) General & Specific (ସାଧାରଣ ଓ ବିଶେଷ)
D) Good & Bad (ଭଲ ଓ ଖରାପ)

16. How many Source traits did Cattell identify? (୧୬। କ୍ୟାଟେଲ କେତୋଟି ମୂଳଗୁଣ (Source traits) ଚିହ୍ନଟ କରିଥିଲେ ?)

A) 12 (୧୨)
B) 14 (୧୪)
C) 18 (୧୮)
D) 16 (୧୬)

17. According to Allport, what is the trait that influences a person's entire personality? (୧୭। ଅଲପୋର୍ଟଙ୍କ ମତରେ ଯେଉଁ ସଂଲକ୍ଷଣ ବ୍ୟକ୍ତିର ସମଗ୍ର ବ୍ୟକ୍ତିତ୍ଵକୁ ପ୍ରଭାବିତ କରେ, ତାହା କ’ଣ ?)

A) Central Trait (କେନ୍ଦ୍ରୀୟ ସଂଲକ୍ଷଣ)
B) Cardinal Traits (ମୌଳିକ ସଂଲକ୍ଷଣ)
C) Secondary Trait (ଗୌଣ ସଂଲକ୍ଷଣ)
D) Common Trait (ସାଧାରଣ ସଂଲକ୍ଷଣ)

18. Which dimension of personality did Eysenck talk about? (୧୮। ଆଇଜେଙ୍କ (Eysenck) ବ୍ୟକ୍ତିତ୍ଵର କେଉଁ ଆୟାମ ବିଷୟରେ କହିଥିଲେ ?)

A) Honesty vs Lying (ସତ୍ୟବାଦିତା ବନାମ ମିଥ୍ୟା)
B) Neuroticism vs Emotional Stability (ସ୍ନାୟବିକତା ବନାମ ଆବେଗିକ ସ୍ଥିରତା)
C) Good vs Evil (ଭଲ ବନାମ ମନ୍ଦ)
D) Wise vs Ignorant (ଜ୍ଞାନୀ ବନାମ ଅଜ୍ଞାନୀ)

19. What does 'Openness to Experience' mean in the "Big Five Dimensions"? (୧୯। "Big Five Dimensions" ବା ପାଞ୍ଚଟି ମୁଖ୍ୟ ଆୟାମ ମଧ୍ୟରୁ 'Openness to Experience' ର ଅର୍ଥ କ’ଣ ?)

A) Openness to Experience (ଅଭିଜ୍ଞତା ପାଇଁ ଉନ୍ମୁକ୍ତତା)
B) Resistance to experience (ଅଭିଜ୍ଞତାକୁ ବିରୋଧ)
C) Conservatism (ରକ୍ଷଣଶୀଳତା)
D) Being fearful (ଭୟଭୀତ ହେବା)

20. People who are responsible, disciplined and regular score high on which dimension? (୨୦। ଯେଉଁ ବ୍ୟକ୍ତିମାନେ ଦାୟିତ୍ଵବାନ, ଶୃଙ୍ଖଳିତ ଏବଂ ନିୟମିତ ହୁଅନ୍ତି, ସେମାନେ କେଉଁ ଆୟାମରେ ଅଧିକ ସ୍କୋର କରନ୍ତି ?)

A) Extroversion (ବହିର୍ମୁଖୀ)
B) Agreeableness (ସହମତି)
C) Conscientiousness (ବିବେକଶୀଳତା)
D) Neuroticism (ସ୍ନାୟବିକତା)

21. Who is the proponent of the Psychodynamic approach? (୨୧। ମନୋଗତିଶୀଳ (Psychodynamic) ଦୃଷ୍ଟିକୋଣର ପ୍ରବର୍ତ୍ତକ କିଏ ?)

A) Cattell (କ୍ୟାଟେଲ)
B) Sigmund Freud (ସିଗମଣ୍ଡ ଫ୍ରଏଡ୍)
C) Allport (ଅଲପୋର୍ଟ)
D) Maslow (ମାସଲୋ)

22. According to Freud, what percentage of our mind is Unconscious? (୨୨। ଫ୍ରଏଡଙ୍କ ମତରେ ଆମ ମନର କେତେ ଭାଗ ଅଚେତନ (Unconscious) ଅଟେ ?)

A) 50% (୫୦%)
B) 10% (୧୦%)
C) 90% (୯୦%)
D) 30% (୩୦%)

23. Which three elements did Freud mention in the dynamic aspect of personality? (୨୩। ବ୍ୟକ୍ତିତ୍ଵର ଗତିଶୀଳ ଦିଗରେ ଫ୍ରଏଡ୍ କେଉଁ ତିନୋଟି ଉପାଦାନ କଥା କହିଛନ୍ତି ?)

A) Conscious, Subconscious, Unconscious (ଚେତନ, ଅବଚେତନ, ଅଚେତନ)
B) Id, Ego, Super Ego (ଇଡ୍, ଇଗୋ, ସୁପର ଇଗୋ)
C) Satya, Rajas, Tamas (ସତ୍ୟ, ରଜଃ, ତମଃ)
D) Childhood, Youth, Old age (ଶୈଶବ, ଯୌବନ, ବାର୍ଦ୍ଧକ୍ୟ)

24. On which principle is the 'Id' based? (୨୪। 'ଇଡ୍' (Id) କେଉଁ ନୀତି ଉପରେ ଆଧାରିତ ?)

A) Reality Principle (ବାସ୍ତବବାଦୀ ନୀତି)
B) Moral Principle (ନୈତିକ ନୀତି)
C) Pleasure Principle (ସୁଖ ନୀତି)
D) Social Principle (ସାମାଜିକ ନୀତି)

25. The 'Ego' operates by which principle? (୨୫। 'ଇଗୋ' (Ego) କେଉଁ ନୀତି ଦ୍ୱାରା ପରିଚାଳିତ ହୁଏ ?)

A) Reality Principle (ବାସ୍ତବବାଦୀ ନୀତି)
B) Pleasure Principle (ସୁଖ ନୀତି)
C) Ideal Principle (ଆଦର୍ଶ ନୀତି)
D) Imaginary Principle (କାଳ୍ପନିକ ନୀତି)

26. Which part of personality is called 'Conscience' or 'Internal Parent'? (୨୬। ବ୍ୟକ୍ତିତ୍ଵର କେଉଁ ଅଂଶକୁ 'ବିବେକ' (Conscience) ବା 'ଆଭ୍ୟନ୍ତରୀଣ ପିତାମାତା' କୁହାଯାଏ ?)

A) Id (ଇଡ୍)
B) Ego (ଇଗୋ)
C) Super Ego (ସୁପର ଇଗୋ)
D) Mind (ମନ)

27. How many stages of psychosexual development did Freud describe? (୨୭। ଫ୍ରଏଡ୍ ମନୋ-ଲିଙ୍ଗୀୟ ବିକାଶର କେତୋଟି ପର୍ଯ୍ୟାୟ ବର୍ଣ୍ଣନା କରିଛନ୍ତି ?)

A) 3 (୩)
B) 4 (୪)
C) 6 (୬)
D) 5 (୫)

28. In which stage does the 'Oedipus complex' appear? (୨୮। 'ଇଡିପସ୍ କମ୍ପ୍ଲେକ୍ସ' (Oedipus complex) କେଉଁ ପର୍ଯ୍ୟାୟରେ ଦେଖାଯାଏ ?)

A) Oral Stage (ମୌଖିକ ପର୍ଯ୍ୟାୟ)
B) Phallic Stage (ଲିଙ୍ଗ ପର୍ଯ୍ୟାୟ)
C) Anal Stage (ଗୁହ୍ୟ ପର୍ଯ୍ୟାୟ)
D) Latency Stage (ସୁପ୍ତ ପର୍ଯ୍ୟାୟ)

29. What are the unrealistic strategies used by the 'Ego' to reduce anxiety called? (୨୯। ଦୁଶ୍ଚିନ୍ତା ଦୂର କରିବା ପାଇଁ 'ଇଗୋ' ଯେଉଁ ଅବାସ୍ତବ କୌଶଳ ବ୍ୟବହାର କରେ, ତାହାକୁ କ’ଣ କୁହାଯାଏ ?)

A) Defense Mechanisms (ଆତ୍ମରକ୍ଷା କୌଶଳ)
B) Attack Mechanisms (ଆକ୍ରମଣ କୌଶଳ)
C) Learning Mechanisms (ଶିକ୍ଷଣ କୌଶଳ)
D) Solution Mechanisms (ସମାଧାନ କୌଶଳ)

30. Which defense mechanism is attributing one's own desires or faults to others? (୩୦। ନିଜର ଇଚ୍ଛା ବା ଦୋଷକୁ ଅନ୍ୟ ଉପରେ ଲଦି ଦେବାକୁ କେଉଁ ଆତ୍ମରକ୍ଷା କୌଶଳ କୁହାଯାଏ ?)

A) Repression (ଦମନ)
B) Projection (ପ୍ରକ୍ଷେପଣ)
C) Rationalization (ଯୌକ୍ତିକୀକରଣ)
D) Denial (ଅସ୍ଵୀକାର)

31. Who is the author of the book "Interpretation of Dreams"? (୩୧। "ସ୍ୱପ୍ନର ବ୍ୟାଖ୍ୟା" (Interpretation of Dreams) ପୁସ୍ତକର ରଚୟିତା କିଏ ?)

A) Carl Jung (କାର୍ଲ ୟୁଙ୍ଗ)
B) Sigmund Freud (ସିଗମଣ୍ଡ ଫ୍ରଏଡ୍)
C) Adler (ଆଡଲର୍)
D) Watson (ୱାଟସନ୍)

32. Who gave the concept of 'Collective Unconscious'? (୩୨। 'ସାମୂହିକ ଅଚେତନ' (Collective Unconscious) ଧାରଣା କିଏ ଦେଇଥିଲେ ?)

A) Freud (ଫ୍ରଏଡ୍)
B) Erikson (ଏରିକ୍ସନ)
C) Carl Jung (କାର୍ଲ ୟୁଙ୍ଗ)
D) Horney (ହର୍ଣ୍ଣି)

33. What are 'Archetypes' a part of? (୩୩। 'ଆର୍କିଟାଇପ୍' (Archetypes) କାହାର ଏକ ଅଂଶ ?)

A) Collective Unconscious (ସାମୂହିକ ଅଚେତନ)
B) Personal Unconscious (ବ୍ୟକ୍ତିଗତ ଅଚେତନ)
C) Conscious Mind (ଚେତନ ମନ)
D) Ego (ଇଗୋ)

34. What did Alfred Adler accept as the main driving force of human life? (୩୪। ଆଲଫ୍ରେଡ୍ ଆଡଲର୍ (Alfred Adler) ମନୁଷ୍ୟ ଜୀବନର ମୁଖ୍ୟ ଚାଳିକା ଶକ୍ତି ଭାବେ କାହାକୁ ଗ୍ରହଣ କରିଛନ୍ତି ?)

A) Sexual desire (ଯୌନ ଇଚ୍ଛା)
B) Striving for Superiority (ଶ୍ରେଷ୍ଠତ୍ଵ ପାଇଁ ପ୍ରୟାସ)
C) Hunger (କ୍ଷୁଧା)
D) Fear (ଭୟ)

35. According to Karen Horney, what is the main cause of mental disorders? (୩୫। କାରେନ୍ ହର୍ଣ୍ଣି (Karen Horney) ଙ୍କ ମତରେ ମାନସିକ ବିକୃତିର ମୁଖ୍ୟ କାରଣ କ’ଣ ?)

A) Gender differences (ଲିଙ୍ଗଗତ ପାର୍ଥକ୍ୟ)
B) Disturbed interpersonal relationships (ତ୍ରୁଟିପୂର୍ଣ୍ଣ ପାରସ୍ପରିକ ସମ୍ପର୍କ)
C) Genes (ଜିନ୍)
D) Food and drink (ଖାଦ୍ୟପେୟ)

36. How many Psychosocial stages of development did Erik Erikson describe? (୩୬। ଏରିକ୍ ଏରିକ୍ସନ (Erik Erikson) ବିକାଶର କେତୋଟି ମନୋ-ସାମାଜିକ (Psychosocial) ପର୍ଯ୍ୟାୟ ବର୍ଣ୍ଣନା କରିଛନ୍ତି ?)

A) 5 (୫)
B) 6 (୬)
C) 8 (୮)
D) 10 (୧୦)

37. According to Erikson, which crisis appears in adolescence? (୩୭। କିଶୋରାବସ୍ଥାରେ ଏରିକ୍ସନଙ୍କ ମତରେ କେଉଁ ସଙ୍କଟ ଦେଖାଯାଏ ?)

A) Trust vs Mistrust (ବିଶ୍ଵାସ ବନାମ ଅବିଶ୍ଵାସ)
B) Identity Crisis (ପରିଚୟ ସଙ୍କଟ)
C) Industry vs Inferiority (ଉଦ୍ୟୋଗ ବନାମ ହୀନମନ୍ୟତା)
D) Intimacy vs Isolation (ଘନିଷ୍ଠତା ବନାମ ବିଚ୍ଛିନ୍ନତା)

38. According to the Behaviourist perspective, behavior is the result of what? (୩୮। ବ୍ୟବହାରବାଦୀ (Behaviourist) ଦୃଷ୍ଟିକୋଣ ଅନୁସାରେ ବ୍ୟବହାର କାହାର ଫଳାଫଳ ?)

A) Stimulus & Response (ଉଦ୍ଦୀପକ ଓ ପ୍ରତିକ୍ରିୟା)
B) Unconscious desires (ଅଚେତନ ଇଚ୍ଛା)
C) Past life karma (ପୂର୍ବ ଜନ୍ମର କର୍ମ)
D) Heredity (ଆନୁବଂଶିକତା)

39. Who is the father of Classical Conditioning theory? (୩୯। ପ୍ରାଚୀନ ଅନୁବନ୍ଧନ (Classical Conditioning) ତତ୍ତ୍ୱର ଜନକ କିଏ ?)

A) Skinner (ସ୍କିନର୍)
B) Bandura (ବାନ୍ଦୁରା)
C) I.P. Pavlov (ଆଇ. ପି. ପାଭଲଭ୍)
D) Thorndike (ଥର୍ଣ୍ଣଡାଇକ୍)

40. What is emphasized in Operant Conditioning? (୪୦। ଅପରେଣ୍ଟ ଅନୁବନ୍ଧନ (Operant Conditioning) ରେ କାହା ଉପରେ ଗୁରୁତ୍ଵ ଦିଆଯାଏ ?)

A) Dream (ସ୍ୱପ୍ନ)
B) Consequences (ପରିଣାମ ବା ଫଳାଫଳ)
C) Thought (ଚିନ୍ତା)
D) Heredity (ବଂଶଗତି)

41. Who provided the Social Learning Theory? (୪୧। ସାମାଜିକ ଶିକ୍ଷଣ ତତ୍ତ୍ୱ (Social Learning Theory) କିଏ ପ୍ରଦାନ କରିଥିଲେ ?)

A) Pavlov (ପାଭଲଭ୍)
B) Alfred Bandura (ଆଲଫ୍ରେଡ୍ ବାନ୍ଦୁରା)
C) Freud (ଫ୍ରଏଡ୍)
D) Rogers (ରୋଜର୍ସ)

42. Who is a prominent psychologist of the Humanistic approach? (୪୨। ମାନବବାଦୀ (Humanistic) ଦୃଷ୍ଟିକୋଣର ଜଣେ ପ୍ରମୁଖ ମନୋବିଜ୍ଞାନୀ କିଏ ?)

A) Freud (ଫ୍ରଏଡ୍)
B) Skinner (ସ୍କିନର୍)
C) Carl Rogers (କାର୍ଲ ରୋଜର୍ସ)
D) Eysenck (ଆଇଜେଙ୍କ)

43. According to Carl Rogers' theory, what should a therapist provide to the patient? (୪୩। କାର୍ଲ ରୋଜର୍ସଙ୍କ ତତ୍ତ୍ୱ ଅନୁସାରେ ଚିକିତ୍ସକ ରୋଗୀକୁ କ’ଣ ପ୍ରଦାନ କରିବା ଉଚିତ୍ ?)

A) Conditional love (ସର୍ତ୍ତମୂଳକ ସ୍ନେହ)
B) Punishment (ଦଣ୍ଡ)
C) Unconditional Positive Regard (ନିଃସର୍ତ୍ତ ସକାରାତ୍ମକ ଆଦର)
D) Advice (ଉପଦେଶ)

44. Who provided the theory of Self-actualization? (୪୪। ଆତ୍ମ-ସିଦ୍ଧି (Self-actualization) ତତ୍ତ୍ୱ କିଏ ପ୍ରଦାନ କରିଥିଲେ ?)

A) Abraham Maslow (ଆବ୍ରାହମ୍ ମାସଲୋ)
B) Allport (ଅଲପୋର୍ଟ)
C) Kretschmer (କ୍ରେସମର)
D) Jung (ୟୁଙ୍ଗ)

45. According to Friedman and Rosenman's research, which personality type has a higher risk for heart disease? (୪୫। ଫ୍ରିଡମ୍ୟାନ୍ ଓ ରୋଜେନମ୍ୟାନଙ୍କ ଗବେଷଣା ଅନୁଯାୟୀ କେଉଁ ବ୍ୟକ୍ତିତ୍ଵ ହୃଦରୋଗ ପାଇଁ ଅଧିକ ଆଶଙ୍କା ଥାଏ ?)

A) Type 'A' (ଟାଇପ୍ 'A')
B) Type 'B' (ଟାଇପ୍ 'B')
C) Type 'C' (ଟାଇପ୍ 'C')
D) None of these (କୌଣସିଟି ନୁହେଁ)

46. Which type of personality is said to be prone to Cancer? (୪୬। କେଉଁ ପ୍ରକାର ବ୍ୟକ୍ତିତ୍ଵ କର୍କଟ ରୋଗ (Cancer) ପାଇଁ ପ୍ରବଣ ବୋଲି କୁହାଯାଏ ?)

A) Type 'A' (ଟାଇପ୍ 'A')
B) Type 'B' (ଟାଇପ୍ 'B')
C) Type 'C' (ଟାଇପ୍ 'C')
D) Athletic (ଆଥଲେଟିକ୍)

47. Tests used for personality measurement are mainly divided into which two parts? (୪୭। ବ୍ୟକ୍ତିତ୍ଵ ମାପନ ପାଇଁ ବ୍ୟବହୃତ ପରୀକ୍ଷାଗୁଡ଼ିକୁ ମୁଖ୍ୟତଃ କେଉଁ ଦୁଇ ଭାଗରେ ବିଭକ୍ତ କରାଯାଏ ?)

A) Oral & Written (ମୌଖିକ ଓ ଲିଖିତ)
B) Psychometric & Projective (ସାଇକୋମେଟ୍ରିକ୍ ଓ ପ୍ରକ୍ଷେପଣ)
C) Simple & Complex (ସରଳ ଓ ଜଟିଳ)
D) Long & Short (ଦୀର୍ଘ ଓ ସଂକ୍ଷିପ୍ତ)

48. Projective Techniques are used to measure which aspect of personality? (୪୮। ପ୍ରକ୍ଷେପଣ କୌଶଳ (Projective Techniques) ବ୍ୟକ୍ତିତ୍ଵର କେଉଁ ଦିଗକୁ ମାପିବା ପାଇଁ ବ୍ୟବହୃତ ହୁଏ ?)

A) Surface traits (ପୃଷ୍ଠଗୁଣ)
B) Physical structure (ଶାରୀରିକ ଗଠନ)
C) Unconscious/Source traits (ଅଚେତନ ବା ମୂଳଗୁଣ)
D) Intelligence (ବୁଦ୍ଧି)

49. How many cards are used in the Rorschach Ink-blot Test? (୪୯। ରୋରସା କାଳିଛିଟା ପରୀକ୍ଷା (Rorschach Ink-blot Test) ରେ କେତୋଟି କାର୍ଡ ବ୍ୟବହାର କରାଯାଏ ?)

A) 5 (୫)
B) 10 (୧୦)
C) 20 (୨୦)
D) 15 (୧୫)

50. Who prepared the Thematic Apperception Test (TAT)? (୫୦। କଥାବସ୍ତୁ ସଂପ୍ରତ୍ୟକ୍ଷଣ ପରୀକ୍ଷା (TAT) କିଏ ପ୍ରସ୍ତୁତ କରିଥିଲେ ?)

A) Rorschach (ରୋରସା)
B) Murray & Morgan (ମୁରେ ଓ ମୋର୍ଗାନ୍)
C) Rosenzweig (ରୋଜେନଜିଗ୍)
D) Machover (ମାକୋଭର୍)

51. How many picture cards are used in the TAT test? (୫୧। TAT ପରୀକ୍ଷାରେ କେତୋଟି ଚିତ୍ର ଥିବା କାର୍ଡ ବ୍ୟବହାର କରାଯାଏ ?)

A) 10 (୧୦)
B) 30 (୩୦)
C) 20 (୨୦)
D) 40 (୪୦)

52. Which method is used in the Sentence Completion Test (SCT)? (୫୨। ବାକ୍ୟ ପୂର୍ତ୍ତି ପରୀକ୍ଷା (SCT) ରେ କେଉଁ ପଦ୍ଧତି ବ୍ୟବହାର କରାଯାଏ ?)

A) Free Association (ମୁକ୍ତ ସାହଚର୍ଯ୍ୟ)
B) Dream Analysis (ସ୍ୱପ୍ନ ବିଶ୍ଳେଷଣ)
C) Hypnosis (ସମ୍ମୋହନ)
D) Meditation (ଧ୍ୟାନ)

53. Who prepared the 'Draw-a-Person' test? (୫୩। 'Draw-a-Person' ପରୀକ୍ଷା କିଏ ପ୍ରସ୍ତୁତ କରିଥିଲେ ?)

A) Frank (ଫ୍ରାଙ୍କ)
B) Machover (ମାକୋଭର୍)
C) Galton (ଗାଲଟନ୍)
D) Cattell (କ୍ୟାଟେଲ)

54. Who first prepared the Word Association Test? (୫୪। ଶବ୍ଦ ସାହଚର୍ଯ୍ୟ ପରୀକ୍ଷା (Word Association Test) ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ?)

A) Francis Galton (ଫ୍ରାନ୍ସିସ୍ ଗାଲଟନ୍)
B) Jung (ୟୁଙ୍ଗ)
C) Freud (ଫ୍ରଏଡ୍)
D) Rogers (ରୋଜର୍ସ)

55. How many cartoon pictures are there in the Rosenzweig Picture Frustration Test (RPFT)? (୫୫। ରୋଜେନଜିଗ୍ ଚିତ୍ର ହତାଶା ପରୀକ୍ଷା (RPFT) ରେ କେତୋଟି କାର୍ଟୁନ୍ ଚିତ୍ର ଥାଏ ?)

A) 12 (୧୨)
B) 24 (୨୪)
C) 10 (୧୦)
D) 20 (୨୦)

56. Who prepared the MPI (Multivariable Personality Inventory) developed in India? (୫୬। ଭାରତରେ ବିକଶିତ MPI (Multivariable Personality Inventory) କିଏ ପ୍ରସ୍ତୁତ କରିଥିଲେ ?)

A) B.C. Muthayya (ବି. ସି. ମୁଥାୟା)
B) Tripathi (ତ୍ରିପାଠୀ)
C) Joshi (ଯୋଶୀ)
D) Sinha (ସିହ୍ନା)

57. How many personality variables are measured in TPPS (Tripathi Personal Preference Schedule)? (୫୭। TPPS (Tripathi Personal Preference Schedule) ରେ କେତୋଟି ବ୍ୟକ୍ତିତ୍ଵ ଚଳ (variables) ମାପ କରାଯାଏ ?)

A) 10 (୧୦)
B) 12 (୧୨)
C) 15 (୧୫)
D) 20 (୨୦)

58. Who developed the Dependence Proneness Scale (DPS)? (୫୮। ନିର୍ଭରଶୀଳତା ପ୍ରବଣତା ମାପକ (DPS) କିଏ ବିକଶିତ କରିଥିଲେ ?)

A) J.B.P. Sinha (ଜେ. ବି. ପି. ସିହ୍ନା)
B) Mallick (ମଲ୍ଲିକ)
C) Pavlov (ପାଭଲଭ୍)
D) Allport (ଅଲପୋର୍ଟ)

59. What is the main weakness of the Interview method for personality measurement? (୫୯। ବ୍ୟକ୍ତିତ୍ଵ ମାପନ ପାଇଁ ସାକ୍ଷାତକାର (Interview) ପଦ୍ଧତିର ମୁଖ୍ୟ ଦୁର୍ବଳତା କ’ଣ ?)

A) Time consuming (ସମୟ ସାପେକ୍ଷ)
B) Subjective bias (ବ୍ୟକ୍ତିଗତ ପକ୍ଷପାତ)
C) Expensive (ବ୍ୟୟବହୁଳ)
D) Difficult (କଷ୍ଟସାଧ୍ୟ)

60. What helps in self-control in Indian tradition? (୬୦। ଆତ୍ମ-ନିୟନ୍ତ୍ରଣ (Self-control) ପାଇଁ ଭାରତୀୟ ପରମ୍ପରାରେ କ’ଣ ସହାୟକ ହୁଏ ?)

A) Medicine (ଔଷଧ)
B) Yoga & Meditation (ଯୋଗ ଓ ଧ୍ୟାନ)
C) More food (ଅଧିକ ଖାଦ୍ୟ)
D) Sleep (ନିଦ୍ରା)

61. What is being aware of one's own feelings and experiences called? (୬୧। ନିଜର ଭାବନା ଏବଂ ଅନୁଭୂତି ବିଷୟରେ ସଚେତନ ରହିବାକୁ କ’ଣ କୁହାଯାଏ ?)

A) Self-awareness (ଆତ୍ମ-ସଚେତନତା)
B) Self-deception (ଆତ୍ମ-ପ୍ରବଞ୍ଚନା)
C) Self-forgetfulness (ଆତ୍ମ-ବିସ୍ମୃତି)
D) Self-protection (ଆତ୍ମ-ରକ୍ଷା)

62. Which sheath is associated with the blissful state? (୬୨। କେଉଁ କୋଷ ଆନନ୍ଦମୟ ଅବସ୍ଥା ସହ ଜଡ଼ିତ ?)

A) Vijnanamaya (ବିଜ୍ଞାନମୟ)
B) Manomaya (ମନୋମୟ)
C) Anandamaya Kosha (ଆନନ୍ଦମୟ କୋଷ)
D) Pranamaya (ପ୍ରାଣମୟ)

63. What is the tendency to regulate one's behavior according to the situation called? (୬୩। ନିଜର ବ୍ୟବହାରକୁ ପରିସ୍ଥିତି ଅନୁସାରେ ନିୟନ୍ତ୍ରଣ କରିବା ପ୍ରବୃତ୍ତିକୁ କ’ଣ କୁହାଯାଏ ?)

A) Self-monitoring (ଆତ୍ମ-ନିରୀକ୍ଷଣ)
B) Self-esteem (ଆତ୍ମ-ସମ୍ମାନ)
C) Self-confidence (ଆତ୍ମ-ବିଶ୍ଵାସ)
D) Self-knowledge (ଆତ୍ମ-ଜ୍ଞାନ)

64. What is the organized knowledge of all facts about oneself called? (୬୪। ନିଜ ବିଷୟରେ ସମସ୍ତ ତଥ୍ୟର ସଂଗଠିତ ଜ୍ଞାନକୁ କ’ଣ କୁହାଯାଏ ?)

A) Self-Schema (ଆତ୍ମ-ସ୍କିମା)
B) Personality (ବ୍ୟକ୍ତିତ୍ଵ)
C) Intelligence (ବୁଦ୍ଧି)
D) Memory (ସ୍ମୃତି)

65. What is the strong belief in being able to achieve one's goals called? (୬୫। ନିଜର ଲକ୍ଷ୍ୟ ହାସଲ କରିପାରିବାର ଦୃଢ଼ ବିଶ୍ଵାସକୁ କ’ଣ କୁହାଯାଏ ?)

A) Self-Efficacy (ଆତ୍ମ-ପ୍ରଭାବଶାଳିତା)
B) Self-esteem (ଆତ୍ମ-ସମ୍ମାନ)
C) Ego (ଅହଂକାର)
D) Pride (ଗର୍ବ)

66. What did Hippocrates call people who are calm, stable and passive? (୬୬। ଯେଉଁ ବ୍ୟକ୍ତିମାନେ ଶାନ୍ତ, ସ୍ଥିର ଏବଂ ନିଷ୍କ୍ରିୟ ହୁଅନ୍ତି, ହିପୋକ୍ରେଟସ୍ ସେମାନଙ୍କୁ କ’ଣ କହିଛନ୍ତି ?)

A) Sanguine (ସାଙ୍ଗୁଇନ୍)
B) Phlegmatic (ଫ୍ଲେଗମାଟିକ୍)
C) Choleric (କୋଲେରିକ୍)
D) Melancholic (ମେଲାଙ୍କୋଲିକ୍)

67. To which category do people who are sad, hopeless and pessimistic belong? (୬୭। ଯେଉଁମାନେ ଦୁଃଖୀ, ହତାଶ ଏବଂ ନିରାଶାବାଦୀ ହୁଅନ୍ତି, ସେମାନେ କେଉଁ ଶ୍ରେଣୀର ?)

A) Melancholic (ମେଲାଙ୍କୋଲିକ୍)
B) Sanguine (ସାଙ୍ଗୁଇନ୍)
C) Pyknic (ପିକ୍ନିକ୍)
D) Athletic (ଆଥଲେଟିକ୍)

68. Who classified personality based on 'Body Constitution'? (୬୮। 'ଶରୀର ଗଠନ' (Body Constitution) ଉପରେ ଆଧାର କରି କିଏ ବ୍ୟକ୍ତିତ୍ଵର ଶ୍ରେଣୀବିଭାଗ କରିଥିଲେ ?)

A) Freud (ଫ୍ରଏଡ୍)
B) Kretschmer (କ୍ରେସମର)
C) Rogers (ରୋଜର୍ସ)
D) Bandura (ବାନ୍ଦୁରା)

69. When was Allport's concept of 'Functional Autonomy' developed? (୬୯। ଅଲପୋର୍ଟଙ୍କ 'କାର୍ଯ୍ୟକାରୀ ସ୍ୱାୟତ୍ତତା' (Functional Autonomy) ଧାରଣା କେବେ ବିକଶିତ ହୋଇଥିଲା ?)

A) 1937 (୧୯୩୭)
B) 1965 (୧୯୬୫)
C) 1950 (୧୯୫୦)
D) 1980 (୧୯୮୦)

70. Who developed the Psychoanalytic Technique? (୭୦। ମନୋବିଶ୍ଳେଷଣ ଚିକିତ୍ସା (Psychoanalytic Technique) କିଏ ବିକଶିତ କରିଥିଲେ ?)

A) Jung (ୟୁଙ୍ଗ)
B) Freud (ଫ୍ରଏଡ୍)
C) Adler (ଆଡଲର୍)
D) Skinner (ସ୍କିନର୍)

71. According to Bandura, what is important for learning? (୭୧। ବାନ୍ଦୁରାଙ୍କ ମତରେ ଶିକ୍ଷଣ ପାଇଁ କେଉଁଟି ଗୁରୁତ୍ଵପୂର୍ଣ୍ଣ ?)

A) Punishment (ଦଣ୍ଡ)
B) Observation (ପର୍ଯ୍ୟବେକ୍ଷଣ)
C) Dream (ସ୍ୱପ୍ନ)
D) Unconscious mind (ଅଚେତନ ମନ)

72. Which defense mechanism is showing logical reasons for one's failure? (୭୨। ନିଜର ବିଫଳତା ପାଇଁ ଯୁକ୍ତିଯୁକ୍ତ କାରଣ ଦର୍ଶାଇବାକୁ କେଉଁ ଆତ୍ମରକ୍ଷା କୌଶଳ କୁହାଯାଏ ?)

A) Repression (ଦମନ)
B) Rationalization (ଯୌକ୍ତିକୀକରଣ)
C) Projection (ପ୍ରକ୍ଷେପଣ)
D) Displacement (ବିସ୍ଥାପନ)

73. What is expressing anger on another less powerful person called? (୭୩। ରାଗକୁ ଅନ୍ୟ ଏକ କମ୍ ଶକ୍ତିଶାଳୀ ବ୍ୟକ୍ତି ଉପରେ ପ୍ରକାଶ କରିବାକୁ କ’ଣ କୁହାଯାଏ ?)

A) Displacement (ବିସ୍ଥାପନ)
B) Repression (ଦମନ)
C) Denial (ଅସ୍ଵୀକାର)
D) Sublimation (ଉତ୍ତରଣ)

74. What is transforming socially unacceptable desires into socially acceptable actions called? (୭୪। ସମାଜ ଗ୍ରହଣ କରୁନଥିବା ଇଚ୍ଛାକୁ ସମାଜ ଗ୍ରହଣୀୟ କାର୍ଯ୍ୟରେ ପରିଣତ କରିବାକୁ କ’ଣ କୁହାଯାଏ ?)

A) Sublimation (ଉତ୍ତରଣ)
B) Repression (ଦମନ)
C) Projection (ପ୍ରକ୍ଷେପଣ)
D) Denial (ଅସ୍ଵୀକାର)

75. What did Skinner emphasize for Operant Conditioning? (୭୫। ଅପରେଣ୍ଟ ଅନୁବନ୍ଧନ (Operant Conditioning) ପାଇଁ ସ୍କିନର୍ କାହା ଉପରେ ଗୁରୁତ୍ଵ ଦେଇଥିଲେ ?)

A) Stimulus (ଉଦ୍ଦୀପକ)
B) Reinforcement (ପୁନର୍ବଳନ)
C) Insight (ଅନ୍ତର୍ଦୃଷ୍ଟି)
D) Memory (ସ୍ମୃତି)

76. Who used the word 'Projection' in the field of personality measurement? (୭୬। 'ପ୍ରୋଜେକସନ୍' (Projection) ଶବ୍ଦଟି ବ୍ୟକ୍ତିତ୍ଵ ମାପନ କ୍ଷେତ୍ରରେ କିଏ ବ୍ୟବହାର କରିଥିଲେ ?)

A) Freud (ଫ୍ରଏଡ୍)
B) Frank (ଫ୍ରାଙ୍କ)
C) Murray (ମୁରେ)
D) Rorschach (ରୋରସା)

77. Who developed JMPI (Jodhpur Multiphasic Personality Inventory)? (୭୭। JMPI (Jodhpur Multiphasic Personality Inventory) କିଏ ବିକଶିତ କରିଥିଲେ ?)

A) Mallick & Joshi (ମଲ୍ଲିକ ଓ ଯୋଶୀ)
B) Tripathi (ତ୍ରିପାଠୀ)
C) Sinha (ସିହ୍ନା)
D) Pareek (ପାରିକ)

78. What is created if there is inconsistency between one's self-concept and real experience? (୭୮। ନିଜର ଆତ୍ମ-ଧାରଣା ଏବଂ ବାସ୍ତବ ଅନୁଭୂତି ମଧ୍ୟରେ ଅସଙ୍ଗତି ରହିଲେ କ’ଣ ସୃଷ୍ଟି ହୁଏ ?)

A) Happiness (ସୁଖ)
B) Anxiety (ଦୁଶ୍ଚିନ୍ତା)
C) Peace (ଶାନ୍ତି)
D) Pride (ଗର୍ବ)

79. "Child's early experiences are important in personality formation" - Whose opinion is this? (୭୯। 'ଶିଶୁର ପ୍ରାରମ୍ଭିକ ଅନୁଭୂତି ବ୍ୟକ୍ତିତ୍ଵ ଗଠନରେ ଗୁରୁତ୍ଵପୂର୍ଣ୍ଣ' - ଏହା କାହାର ମତ ?)

A) Freud (ଫ୍ରଏଡ୍)
B) Allport (ଅଲପୋର୍ଟ)
C) Maslow (ମାସଲୋ)
D) Bandura (ବାନ୍ଦୁରା)

80. According to the 'Interactionist Perspective' of personality, behavior is the result of what? (୮୦। ବ୍ୟକ୍ତିତ୍ଵର 'ଇଣ୍ଟରାକସନିଷ୍ଟ ପର୍ସପେକ୍ଟିଭ୍' (Interactionist Perspective) ଅନୁସାରେ ବ୍ୟବହାର କାହାର ପରିଣାମ ?)

A) Personality only (କେବଳ ବ୍ୟକ୍ତିତ୍ଵ)
B) Interaction of Personality & Environment (ବ୍ୟକ୍ତିତ୍ଵ ଓ ପରିବେଶର ଅନ୍ତଃକ୍ରିୟା)
C) Environment only (କେବଳ ପରିବେଶ)
D) Luck (ଭାଗ୍ୟ)